ଅନେକ ଦିନ ତଳର କଥା । ଜଣେ ଧନୀ ବଣିକ ସହର ଠାରୁ
କିଛି ଦୂରରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ମନସ୍ଥ କଲେ । କାର୍ଯ୍ୟରତ ବଢେଇମାନେ
ପ୍ରତ୍ୟେକ ଦିନ ସହରକୁ ମଧ୍ୟାହ୍ନଭୋଜନ କରିବାପାଇଁ ଯାଉଥିଲେ ।
ଦିନେ ଗୋଟିଏ ମାଙ୍କଡ ଦଳ ସେହି ମନ୍ଦିର
ତିଆରି ହେଉଥିବା ସ୍ଥାନକୁ ଆସିଲେ । ଜଣେ ବଢେଇ କାଠଗଣ୍ଡିର ମଧ୍ୟ ଭାଗକୁ କରତରେ ଚିରି
ସେଥିରେ ଖୁଂଟିକୁ ଭର୍ତ୍ତି କରିଥିଲେ । ଯାହାଫଳରେ କି କାଠ ଗଣ୍ଡିଟି ଖୋଲା ନ ରହି ବନ୍ଦ
ହୋଇଯାଇଥିଲା । ମାଙ୍କଡମାନେ ସେଠାରେ ପହଁଚିବାକ୍ଷଣି ଗଛ ଉପରେ ତାଙ୍କର ଖେଳ କୁଦ
ଆରମ୍ଭ କରିଦେଲେ । ଗୋଟିଏ ମାଙ୍କଡ ଏହି କାଠଗଣ୍ଡି ଉପରେ ବସି ତାହା ଭିତରେ ଥିବା
ଖୁଂଟିଟିକୁ ବାହାରକରି ନିଜହାତରେ ଧରି ଖେଳିବାକୁ ଆରମ୍ଭ କଲା । କାଠଗଣ୍ଡି ଭିତରୁ
ଖୁଂଟିଟି ବାହାରି ଆସିବାରୁ ସେ ସେହି କାଠଗଣ୍ଡି ମଧ୍ୟରେ ପଡି ମୃତ୍ୟୁବରଣ କଲା । ଅଧିକ...
No comments:
Post a Comment